ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା: ସଂକୀର୍ଣ୍ଣ ରାସ୍ତା ପାର୍ଶ୍ବ‌ରେ ୬ ଇଞ୍ଚ ବାଲି

ବୌଦ୍ଧ : ନାମକୁ ମାତ୍ର ଜାତୀୟ ରାଜପଥ। ଗ୍ରାମ୍ୟ ସଡ଼କ ଭଳି ସଂକୀର୍ଣ୍ଣ। ଦୁଇଟି ଭାରୀଯାନ ଅତିକ୍ରମ କରିବା ସମ୍ଭବ ହେଉ ନାହିଁ। ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ପାର୍ଶ୍ବରେ ଜମା ହୋଇଥିବା ବାଲି ଅଧିକ ସମସ୍ୟା ସୃଷ୍ଟି କରୁଛି। ବାଇକ୍‌ରେ ଅତିକ୍ରମ କରିବା ବେଳେ ବାଲିରେ ଫସି ଟ୍ରକ ଚକ ତଳେ ପଡ଼ିବା ଆଶଙ୍କା ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବା ଚାରି ଲେନ ରାସ୍ତା କେବଳ ନାମରେ ରହିଯାଇଛି। … Continue reading ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା: ସଂକୀର୍ଣ୍ଣ ରାସ୍ତା ପାର୍ଶ୍ବ‌ରେ ୬ ଇଞ୍ଚ ବାଲି